ରାମନବମୀ ଅବସରରେ ବଜରଙ୍ଗଦଳ ପକ୍ଷରୁ ଖାଦ୍ୟ ବଂଟନ

କେନ୍ଦ୍ରାପଡା : ବଜରଙ୍ଗ ଦଳ ପକ୍ଷରୁ ଶ୍ରୀରାମନବମୀ ଅବସରରେ ଆଜି ଅପରାହ୍ନରେ ସହରର ବିଭିନ୍ନ ସ୍ଥାନରେ ଜନସାଧାରଣ ଓ ପୋଲିସଭାଇମାନଙ୍କୁ ସୁଜି ହାଲୁଆ ବଂଟନ କରିଥିଲେ । ବଜରଙ୍ଗ ଦଳ ପକ୍ଷରୁ ଅକ୍ଷୟ କୁମାର ସେନାପତି,ରାଜକିଶୋର ନାୟକ, ସତ୍ୟପ୍ରିୟ ଜେନା, ଦେବେନ୍ଦ୍ର ଜେନା, ସିଦ୍ଧାର୍ଥ ସିଂ, ୟସପାଲ ସୂତାର, ରଜନିକାନ୍ତ ତ୍ରିପାଠୀ, ସୂରୁପ ସାଗର ସେନାପତି, ଲକ୍ଷ୍ମଣ ମଳିକ, ସିଲୁ ପ୍ରସାଦ ମହାରଣା ପ୍ରମୁଖ ଲୋକମାନଙ୍କୁ ଏହି ଖାଦ୍ୟ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ