ରାମେୟାପାଟଣାରେ କୂଳ ଲଂଘୁଛି ସମୁଦ୍ର

(ଯୁଗାବ୍ଦ ନୁ୍ୟଜ୍) : ପୁଣୀ ଥରେ ରାମେୟାାଟଣାରେ ସମୁଦ୍ର କୂଳ ଲଂଘି କିଛିି ବାସଘର ସମୁଦ୍ର ବାଲିରେ ମିଶାଇଦେଇଛି । ଆସନ୍ତ ଶୁକ୍ରବାର ଦିନ ସମୁଦ୍ର ଅଶାନ୍ତ ରହିଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ସମୁଦ୍ର କୂଳ ଚିକିଟି ବ୍ଳକରେ ରହିଥିବା ରାମୟାାଟଣା ଗାଁ । ଇତି ମଧ୍ୟରେ ସମୁଦ୍ର କୁଳ ଲଂଘନ କରି ୨୭ ଟି ବାସଗୃହ ବାଲିରେ ମିଶାଇଦେଇଥିବା ବେଳେ ଶୁଖୁଆଖଳା ଆଦି ନଷ୍ଟ କରିଦେଇଛି । ରାମେୟାାଟଣା ରେ କ୍ଷୟ ହୋଇଥିବାରୁ ୂର୍ବର ୁ୍ରଶାସନ ତରଫରୁ ୬ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡୱେଲ ନିର୍ମାଣ ହେବାକୁ ଥିବା ବେଳେ ପ୍ରଶାସନ ତରଫରୁ କିଛି ପରିବର୍ତ୍ତନ ଆଣିବାକୁ ପ୍ରୟାସ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ