ରାମ ବାବୁଙ୍କ ଅଚାନକ ବିୟୋଗ
ଧାମନଗର, (ସନ୍ତୋଷ କୁମାର ପ୍ରଧାନ):ଧାମନଗର ଓକିଲ ସଂଘ ପକ୍ଷରୁ ଆଜି ଧାମନଗର ତହସିଲ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଟାଇପିଷ୍ଟ ତଥା ଭେଣ୍ଡର ଶାନ୍ତନୁ ଦାସ(ରାମ ବାବୁ)ଙ୍କ ଭୁବନେଶ୍ୱର ରେ ଏକ ଘରୋଇ ଡାକ୍ତରଖାନାରେ ଅଚାନକ ବିୟୋଗ ରେ ଧାମନଗର ଓକିଲ ସଭାପତି ଅଭିରାମ ମହାନ୍ତି ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା,ରାମ ବାବୁ ଜଣେ ମେଳାପୀ,ମିଷ୍ଟଭାସି, ପରୋପକାରୀ ବ୍ୟକ୍ତିତ୍ୱ ବାବଦରେ ଆଲୋଚନା ହୋଇଥିଲା,ଉକ ସଭାରେ ଓକିଲ ସଂଘର ସାଧାରଣ ସଂପାଦକ ଅମରେନ୍ଦ୍ର ମହାନ୍ତି,ନିରଞ୍ଜନ ଦାସ,ଆଶିଷ ନନ୍ଦ,ଜଗନ୍ନାଥ ସେନାପତି, ଅଜିତ ଦାସ,ଅଶୋକ ଦାସ,ସ୍ନେହାସିସ ପଣ୍ଡା,ଗୋପାଳ ବାରିକ,ସୁବ୍ରତ ନନ୍ଦ,ଅଞ୍ଜନ ସାହୁ,କିଶୋର ପଣ୍ଡା, ହେମନ୍ତ ପୃଷ୍ଟି, ସନ୍ତୋଷ ତ୍ରିପାଠୀ,ରମେଶ ବେହେରା, ବିଜୟ ରାମ,ସୁରେନ୍ଦ୍ର ଦାସ,ଉମାକାନ୍ତ ପଣ୍ଡା,ରାମଚନ୍ଦ୍ର ରାଉତ,ମନୋଜ ଗୁପ୍ତା, ମିନତୀ ମଲ୍ଲିକ, ମୋହରୀର ଉଦୟ ମଲ୍ଲିକ, ଗୋୖରାଙ୍ଗ ଦାସ,ବିଜୟ ଘୋଷ,ନାରାୟଣ ରଣା,ସୁକଦେଵ ସେଠୀ, ଵିଷ୍ଣୁ ଚରଣ ଜେନା,ପୟାଧର ଦାସ,ଅଭିରାମ ଦାସ ବିଜୟ ରାଉତ ଜୟନ୍ତ ବେହେରା ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ପାଇଁ ନିରବ ପ୍ରାଥନା ସହ ସ୍ବର୍ଗତ ରାମ ବାବୁଙ୍କ ବାବଦରେ ଆଲୋଚନା କରିଥିଲେ,

 
            
