ରାଷ୍ଟ୍ରପତିଙ୍କ ଓଡ଼ିଶା ଗ୍ରସ୍ତ ପାଇଁ ଧନ୍ୟବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ମହାତ୍ମା ଗାନ୍ଧୀଙ୍କ ଏହି ପୂର୍ତ୍ତି ପାଳନ ଅବ୍ୟବାହିତ ପୂର୍ବରୁ ଭାରତର ମହାମହୀମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗ୍ରସ୍ତ ସମୟରେ ଗାନ୍ଧୀ ଇନ୍ ଓଡ଼ିଶା ଟିମ୍‌ର ସାଇରାମ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଆସନ୍ତା କାଲିଠାରୁ ପଦଯାତ୍ରା ଆରମ୍ଭ କରିବେ ବୋଲି ସାଇରାମ ଗାନ୍ଧୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ