ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଭିନ୍ନକ୍ଷମ ଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଲେ
ମୋହନା, (ଅଂଶୁମାନ ପଣ୍ଡା):ହିନ୍ଦୁ ଧର୍ମ ଅନୁସାରେ ରକ୍ଷା ବନ୍ଧନ ଭାଈ ଭଉଣୀ ର ଅତୁଟ ବନ୍ଧନ ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ କୁ ରାକ୍ଷୀ ବାନ୍ଧି ସାରା ଜୀବନ ନିଜ ସୁରକ୍ଷା ପାଇଁ କବଜ୍ ଭଳି ବାନ୍ଧି ଥାଆନ୍ତି ହେଲେ ଭଗବାନ ଆଖି ସିନେ ଦେଈ ନାହାନ୍ତି କହିବା ପାଇଁ ଓ ଶୁଣିବା ପାଇଁ ଦେଈ ଛନ୍ତି ପାରିବାର ଶହ ସିନା ପର୍ବ ପାଳନ କରି ପାରୁନାହାନ୍ତି ହେଲେ ଏହି ବର୍ଷ ମୋହନା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭିନ ତରିକାରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ମୋହନା ରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟି ଓ ବଦିର ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇ ସେମାନଙ୍କ ଦ୍ୱାରା ସଂଘ ପରିବାରର ଉପସ୍ଥିତ ଥିବା ଭାଈ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏହି ରାକ୍ଷୀ ବନ୍ଧନ ରେ ବହୁତ୍ ଖୁସି ଅନୁଭବ କରିଛନ୍ତି ଛାତ୍ର ଛାତ୍ରୀ ଏବଂ ସଙ୍ଗୀତ ଗାନ କରିଥିଲେ ସେଇ ପରି ମୋହନା କୋର୍ଟ ପରିଶ୍ୱର୍ ଦୁକାନ ବଜାର ରେ ସଙ୍ଘ ପକ୍ଷରୁ ରାକ୍ଷୀ ବନ୍ଧା ଯାଇଥିଲା ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ ସୁବୁଦ୍ଧି, ଶୁଦ୍ଧିର ପାଇକ, ଚନ୍ଦନ ପାଣିଗ୍ରାହୀ, ଅଂଶୁମାନ ପଣ୍ଡା, ବାବୁଲା ସେଠୀ, ବାବୁଲା ସାହୁ,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ସେଇପରି ଗଜପତି ଜିଲ୍ଲା ର ମୋହନା ବ୍ଲକ ରେ ବସବାସ କରୁଥିବା ବୌଦ୍ଧ ଧର୍ମ ର ତିବତୀୟ ମହିଳା ମଣ୍ଡଳ ପକ୍ଷରୁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ