ଗଞ୍ଜାମ ରାସନ ସାମଗ୍ରୀ ସହ ଏକ ହଜାର ଟଙ୍କା ପ୍ରଦାନ 06/04/2020 YWPSENU3 0 Comments ରାସନ ସାମଗ୍ରୀ ସହ ଏକ ହଜାର ଟଙ୍କା ପ୍ରଦାନ ବୁଗୁଡା,(ଅନିଲ କୁମାର ମହାରଣା):ଖୋଳଖାଳି ପଞ୍ଚାୟତରେ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ଉପସ୍ଥିତିରେ ପିଇଓ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ସହ ପ୍ରତି ରାସନ କାର୍ଡ଼ ପିଛା ଏକ ହଜାର ଟଙ୍କା ପ୍ରଦାନ କରିଥିଲେ। Spread the love