ରାସ୍ତାପାଶ୍ୱର୍ରୁ ଅସହାୟ ବୃଦ୍ଧ ଉଦ୍ଧାର

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଷ୍ଟେସନ ଛକ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଅବହେଳିତ ଅବସ୍ଥାରେ ଶୋଇଥିବା ଜଣେ ଅଚିହ୍ନା ବୃଦ୍ଧଙ୍କୁ ୱାନଷ୍ଟପ ସେଣ୍ଟର ‘ସଖୀ’ ର କାର୍ଯ୍ୟକର୍ତ୍ତାମାନେ ଉଦ୍ଧାର କରିଛନ୍ତି । ସମ୍ପୃକ୍ତ ବୃଦ୍ଧଙ୍କର ପରିଚୟ ଜଣା ପଡ଼ିନଥିବା ବେଳେ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇଥିଲେ । ବୃଦ୍ଧଙ୍କର ଅବସ୍ଥା ଗୁରୁତ୍ୱର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଯକ୍ଷ୍ମା ୱାର୍ଡ଼ରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ