ରାସ୍ତାରୁ ସ୍କୁଟି ଆରୋହୀଙ୍କ ଠାରୁ ଟଙ୍କା ଲୁଟ୍

ଚିଲିକା (ଜୁଗାବ୍ଦ ନ୍ୟୁଜ୍‍): ଗୁରୁବାର ଦ୍ୱିପ୍ରହର ସମୟରେ ଅଧିକାର ମାଇକ୍ରୋ ଫାଇନାନନ୍ସର ନାଚୁଣୀ ଗ୍ରୁପରୁ ଟଙ୍କା ଉଠାଇ ନିଜ ସ୍କୁଟିରେ ସ୍ମିତାଲିନ୍ ରଥ ନାମକ ଜଣେ ମହିଳା ନାଚୁଣୀରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ସୁନାଖଳା କହ୍ନେଇପୁର ୧୬ନଂ ଏନ୍ଏଚ୍ ଉପରେ ତାଙ୍କ ଠାରୁ ଦୁଇଯୁବକ ସ୍କୁଟିରେ ଆସି ଲୁଟ୍ କରି ୧୯ହଜାର ୪୩୦ଟଙ୍କା ଓ ଏଟିଏମ୍ କାର୍ଡ଼, ମୋବାଇଲ୍ ଛଡ଼ାଇନେଇ ଫେରାର ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ଶ୍ରୀମତୀ ରଥଙ୍କ ଗାଡ଼ିକୁ ବିଲକୁ ଠେଲି ଫେରାର ହୋଇଯାଇଥିଲେ । ଏ ବାବଦରେ ନାଚୁଣୀ ଫାଣ୍ଡିିରେ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ