ରାସ୍ତା ଉପରେ ଦନ୍ତା ହାତୀ ।
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳ ଭଞ୍ଜନଗର- ଫୁଲବାଣୀ ଜାତୀୟ ରାଜପଥ ରେ ମୁଜାଗଡ଼ ନିକଟ ଖାରୀଗୁଡା ଠାରୁ ଦଦରାଲୁଣ୍ଡା ମଝିରେ ରାସ୍ତା ପାର ହେଉଛି ଦନ୍ତାହାତୀ।କିଛି ସମୟ ପାଇଁ ରାସ୍ତା ରେ ଯାଉଥିବା ଲୋକେ ଅଟକି ରହିଥିଲେ।ଦନ୍ତାହାତୀ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।