ରାସ୍ତା କଡରୁ ଶବ ଉଦ୍ଧାର
ଚିକିଟି( ଯୁଗାବ୍ଦ ନ୍ୟୁଜ୍): କେ ନୂଆଁ ଗାଁ ଥାନା ଚିକିଟି ଫାଣ୍ଡି ଅଂଚଳରେ ଜଣେ ବୃଦ୍ଧଙ୍କର ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଜଣକ ପରିଚୟ ଚିକିଟି ଗଡ ସାହିର ଶଶୀଭୂଷଣ ଗୈାଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୦ ଘଣ୍ଟା ସମୟରେ ଘରୁ ବାହାରି ଚାଲିଯାଇଥô୍ଲେ । ପରିବାର ତରଫରା ସମସ୍ତ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ କରିବା ପରେ ମଧ୍ୟ କୈାଣସି ପତା ମିଳିନଥିଲା । ଏହା ପରେ ପରିବାର ପକ୍ଷରୁ ଚିକିଟି ଥାନାରେ ପହଞ୍ଚି ବୃଦ୍ଧାଙ୍କ ନିଖୋକ ଖବର ଲିଖିତ ଆକାରରେ ଜଣାଇଥିଲେ । ହେଲେ ମଙ୍ଗଳବାର ସ୍ଥାନୀୟ ଲୋକେ ଜଣେ ବୃଦ୍ଦାଙ୍କ ମୃତ ଦେହ ଦେଖି ପୋଲିସକୁ ଖବର ଦେଇ୍ଥିଲେ । ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ନୂଆ ଗାଁ ଥାନାଅଧିକାରୀ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରିବା ସହ ଶବବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଥିବା ଜଣାଇଥିବା ଜଣାପଡିଛି । ।


