ରାସ୍ତା କଡ଼ ରୁ୧୦୨କିଲ ଗଂଜେଇ ଜବତ ଅଭିଯୁକ୍ତ ଫେରାର

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ଙ୍କ ନିଦେଶ କ୍ରମେ ଆର ଉଦୟଗିରି ଥାନା ଅଧିକାରୀ ଙ୍କ ତ୍ୱତାବଦନ ରେ ଏସଆଇ ମୁକେଶ ଲାକରା ଓ ତାଙ୍କ ଟିମି ପତେଇଗୁଡ଼ା ଗ୍ରାମ ରାସ୍ତା ରେ ପେଟ୍ରୋଲଙ୍ଗି କରୁଥିବା ବେଳେ ରାସ୍ତା କଡ଼ ରେ ୪ଟି ପ୍ଲାଷ୍ଟିକ ଅଖା ଥିବା ଦେଖି ଯାଞ୍ଚ କରିଥିଲେ ଯାଞ୍ଚ ସମୟରେ ଜଣା ପଡିଥିଲା ଉକ୍ତ ଅଖା ରେ ଗଂଜେଇ ଥିବା ଅତିରିକ୍ତ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଉକ୍ତ ଗଂଜେଇ କୁ ଓଜନ କରିବାରୁ ତାହା୧୦୨କିଲ୫ସହ ଗ୍ରାମ ହଇଥିଲା  I ଏଥିରେ ସମ୍ପୃକ୍ତ ଥିବା ବେକ୍ତି ପୋଲିସ ଗାଡି ଦେଖି ଚମ୍ପଟ ମାରିଥିବା ବେଳେ ତୁରନ୍ତ ଉକ୍ତ ବେକ୍ତିକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ