ରାସ୍ତା ନଥିବାରୁ ଦୁଳା ରେ ବୁହା ହେଲେ ରୋଗୀ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକର ଅନେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅପହଞ୍ଚ ଯାହା ଦ୍ୱାରା ରୋଗୀ ଠାରୁ ନେଇ ଛାତ୍ର ଛାତ୍ରୀ ମଧ୍ୟ ନାଇ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି କର୍ଚ୍ଚବାଡ଼ି ପଞ୍ଚାୟତ ର ଟାକୁରୁମା ଗ୍ରାମ କୁ ରାସ୍ତା ନଥିବାରୁ ଗ୍ରାମର ଏଶୋର ମାଝୀ୪୫ ପଡି ଯାଇ ଗୋଡ଼ ଭାଙ୍ଗିବାରୁ ତାଙ୍କୁ ମୋହନା ମେଡ଼ିକାଲକୁ ଆଣିବା ପାଇଁ ଏକ କିମି ଦୁଳା ରେ ଗ୍ରାମ ବାସୀ ବୋହି ଆଣିଥିଲେ କୁଟିଗୁଡା ଗ୍ରାମ ପର୍ଯ୍ୟନ୍ତ ସେଠାରୁ ଏକ ଅଟ ଯୋଗେ ମୋହନା ମେଡ଼ିକାଲ କୁ ଆଣି ପହଂଚାଇଲେ ସେପରି ଅନେକ ବାର ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଆଣିବାରେ ବହୁ ଅସୁବିଧା ସମୁଖୀନ କରୁଛନ୍ତି ଅଞ୍ଚଳ ବାସୀ