ରାସ୍ତା ନିର୍ମାଣ ନିମନ୍ତେ ଜବରଦଖଲ ଉଚ୍ଛେଦ

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ରାସ୍ତା ପ୍ରଶସ୍ତି କରଣ ନିମନ୍ତେ ରାସ୍ତା ଉପରେ ଦୋକାନ କରିଥିବା ବ୍ୟବସାୟୀ ମାନଙ୍କୁ ଉଠିବା ନିମନ୍ତେ ତାଗିତ କରିବା ସହ ବିଜ୍ଞପ୍ତି ଜାରି କରାଯାଇଥିଲା । ଉପଜିଲ୍ଲାପାଳଙ୍କ ଉପସ୍ଥିିତିରେ ମୁଖ୍ୟ ରାସ୍ତା ଉପରେ ଥିବା ଦୋକାନ କୋଠା ଗୁଡିକୁ ଡୋଜର ମାଧ୍ୟମରେ ଭାଙ୍ଗିଥିଲେ । ଏଥିସହ ଶାନ୍ତି ଶୃଙ୍ଖଳା ନିମନ୍ତେ ପ୍ରଶାସନ ତରଫରୁ ପୁଲିସ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ