ରିପୋଲିଂ ହେବ ବୋଲି ସୂଚନା ଦେଲେ ସିଇଓ
୨୦୧୯ ସାଧାରଣ ନିର୍ବାଚନ ପାଇଁ ଓଡିଶା ରେ ହୋଇଥିଲା ୪ଟି ପର୍ଯ୍ୟୟ ରେ ହୋଇଥିଲା ନିର୍ବାଚନ ୩ୟ ପର୍ଯ୍ୟାୟ ରେ ୧୨ ଟି ବୁଥ ଓ ୪ର୍ଥ ପର୍ଯ୍ୟୟ ରେ ୨୨ଟି ବୁଥ ରେ ଆସନ୍ତା ମେ ୨୯ ରେ ହେବ ରିପୋଲିଂ ହେବାରଅଛି । ଏନେଇ ଆଜି ସୂଚନା ଦେଇଛନ୍ତି ସିଇଓ ସୁରେନ୍ଦ୍ର କୁମାର ବାତ୍ୟା ଫନି ରେ ଇଭିଏମ ସର୍ମ୍ପକିତ ପ୍ରଶ୍ନ ର ଉତ୍ତରରେ ସୁରେନ୍ଦ୍ର କୁମାର କହିଛନ୍ତି ଷ୍ଟ୍ରଙ୍ଗ ରୁମ ରେ ଇଭିଏମ ସୁରକ୍ଷିତ ଅଛି କେବଳ ପୁରୀ ରେ ଷ୍ଟ୍ରୋଙ୍ଗ ରୁମ ରେ ବ୍ୟାରିକେଟ ଭାଙ୍ଗି ଯାଇଥିଲା ସୁରକ୍ଷା କୁ ଦୃଷ୍ଟି ଆଗ ରେ ରଖି ଏକ ପ୍ୟାଟୁନ ପୋଲିସ ଫୋର୍ସ ମୁତୟନ କରାଯାଅଇଛି ।ଅନିୟମିତା ଆସିଥିବା ବୁଥରେ ରିପୋଲିଂ ହେବ ବୋଲି ସୂଚନା ଦେଇଛନ୍ତି ।