ରିଲିଜ ହେଲା ଫିଲ୍ମ “ୱାର”ର ଟ୍ରିଜର

(ଯୁଗାବ୍ଦ ନ୍ୟୁଜ) ରିଲିଜ ହେଲା ବଲିଉଡର ଗ୍ରିକ ଗଡ ହ୍ରିତିକ ରୋଶନ ଓ ଫାଇଟର ଟାଇଗର ଶ୍ରଫଙ୍କ ଫିଲ୍ମ “ୱାର” ର ଟ୍ରିଜର । ଟ୍ରିଜରଟିରେ ହ୍ରିତିକ ଓ ଟାଇଗରଙ୍କର ଦମଦାର ଆକ୍ସନକୁ ଦର୍ଶକ ଖୁବ ପସନ୍ଦ କରିବା ସହ ଟ୍ରିଜରଟି ରିଲଜ ହଉ ହଉ ସୋସିଆଲ ମିଡିଆରେ ତାର ଯାଦୁ ଚଢିବାରେ ଲାଗିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ବାଣୀ କପୁର ନାୟିକା ଥିବା ବେଳେ ପ୍ରଥମଥର ପାଇଁ ବଡପରଦାରେ ଟାଇଗର ଓ ହ୍ରିତିକ ଏକାସାଙ୍ଗରେ ନଜର ଆସିଛନ୍ତି । ଫିଲ୍ମଟି ଆସନ୍ତା ଅକ୍ଟୋବର ୨ରେ ରିଲିଜ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ