ରୁଙ୍ଗଟା କାରଖାନା ରେ ୨ ଆହତ ମେଡିକାଲ ରେ ଭର୍ତି
ଢେଙ୍କାନାଳ, (ତାପସଦାସ):ହିନ୍ଦୋଳ ଉପଖଣ୍ଡ ରୁଙ୍ଗଟା କାରଖାନାରେ ଅଘଟଣ, ଜଣେ ଗୁରୁତର ଜଣେ ଆହତ । ମିଳିଥିବା ସୂଚନା ଅନୁଯାୟୀ, ଓଡ଼ାପଡ଼ା ଗୋଡିଦିହ ଗ୍ରାମର ଡୁନା ସାହୁ ବେଲ୍ଟରେ ଲାଗିଯାଇଥିଲେ । ତେବେ କାରଖାନା ପକ୍ଷରୁ ତାଙ୍କୁ ଡାକ୍ତରଖାନା ନେଇଥିବା ସୂଚନା ରହିଛି । ଅନ୍ୟପଟେ ଆଉଜଣେ ଶ୍ରମିକଙ୍କ ଆଙ୍ଗୁଠି ଚାପି ହୋଇଥିବା ମଧ୍ୟ ଜଣାଯାଇଛି । ତେବେ କାରଖାନା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ । କାରଖାନା ମୁଖ୍ୟ ଗେଟ୍ ସାମ୍ନାରେ ଗ୍ରାମବାସୀ ଧାରଣା ଦେଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂଚନା