ରେଲୱେ ଟ୍ରାକ୍ କୁ ସଫେଇ କଲେ ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ଅଭିନବ ସେବା ଆରମ୍ଭ କରିଛି ଗ୍ରୀନ୍ ୱାଲ୍‌ଡ ଟ୍ରଷ୍ଟ । ପ୍ରତି ମାସରେ ଦୁଇ ଦିନ ରେଲୱେ ଟ୍ରାକ୍ ସଫେଇ କରିବା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଗ୍ରୀନ୍ ୱାଲ୍‌ଡ ଟ୍ରଷ୍ଟ ଓ ଗୌତମ ନଗର ବସ୍ତି ଯୁବକ ସଂଘ ମିଳିତ ଭାବେ ଆଜି ରାଜଧାନୀର କଳ୍ପନା ଛକ ରେଲୱେ ଓଭରବ୍ରୀଜ୍‌ଠାରୁ ମାଉସିମା’ଛକ ଉଭରବ୍ରୀଜ୍ ପର୍ଯ୍ୟନ୍ତ ରେଲୱେ ଟ୍ରାକ୍ ସଫେଇ କରିଛନ୍ତି । ଗ୍ରୀନ୍ ୱାଲ୍‌ଡ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପୂର୍ବତନ କର୍ପୋରେଟର ନୃପେଶ କୁମାର ନାୟକଙ୍କ ନେତୃତ୍ୱରେ ବହୁ ସ୍ୱେଚ୍ଛାସେବୀ ସାମିଲ ହୋଇ ଟ୍ରାକ୍‌ରେ ପଡ଼ିଥିବା ପଲଇଥିନ୍ ଓ ଆବର୍ଜନା ସାମଗ୍ରୀକୁ ସଫେଇ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ