ରେଳ ଧାରଣାରୁ ସବ ଉଦ୍ଧାର

ଛତ୍ରପୁର : ଛତ୍ରପୁର କୋର୍ଟ ଷ୍ଟେସନ ରେଳଲାଇନେ କଡ଼ରୁ ଜଣେ ବ୍ୟକ୍ତିଙ୍କ ସବା ଉଦ୍ଧାର ହୋଇଛି I ତାଙ୍କର ପରିଚୟ ମିଳିନଥିବା ବେଳେ ସେ କେମିତି ମୁର୍ତ୍ତୃ ବରଣ କଲେ ତାହା ଜଣାପଡ଼ିନି I ସେ ଆତ୍ମା ହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ରୁ ତାଙ୍କର ମୃତୁ ହୋଇଛି ବ୍ରହ୍ମପୁର ଜିଆରପି ପୁଲିସ ତଦନ୍ତ କରୁଛି I ଏହା ମଙ୍ଗଳ ବାର ସକାଳର ଘଟଣା ହୋଇଥିବା ବେଳେ ମୂର୍ତ ବେକ୍ତିଙ୍କ ମୁଣ୍ଡ ରେ ଆଗତ ଲାଗିବ ସହ ପ୍ରଚୁର ରକ୍ତ ସାବ ହୋଇଥିବା ଦେଖିବାକୁ ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ