ରୋଟାରିଆନ ତାପସଙ୍କ ଦ୍ୱାରା ପିପିଇ ଉପକରଣ ବଣ୍ଟନ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସି ପେଣ୍ଠ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଛତ୍ରପୁର ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛତ୍ରପୁର ଅଂଚଳର ଜଣାଶୁଣା ଚାଟାର୍ଡ଼ ଏକକାଉଣ୍ଟାଣ୍ଟ ତଥା ପୂର୍ବତନ ରୋଟାରି କ୍ଳବ ସଭାପତି. ବର୍ତମାନର ଆସିଷ୍ଟାଣ୍ଟ ଗଭର୍ଣ୍ଣର ତାପସ ପାଣିଗ୍ରାହୀ କରୋନା ଭାଇରସର ଚିକିଛI. କରୁଥବା ବ୍ୟକ୍ତିଙ୍କ ନିମିତେ ଵେବହୁତ ନିଜସ୍ୱ ସୁରକ୍ଷା ଉପକରଣ (ପିପିଇ) କୀଟ ୧୦ ଗୋଟି ପ୍ରଦାନ କରିଛନ୍ତି, ଏହି ଅବସରରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ. ଧନଜ୍ଞୟ ରେଡୀ, ସୁପେରିଦେଣ୍ଟ ଡାକ୍ତର. କାଁହୁ ଚରଣ ପାତ୍ର ଏବଂ ସ୍ୱାସ୍ଥ୍ୟ ସମ୍ପ୍ରସନ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ. ଏହି ଉପକରଣ କୋଭିଡ-୧୯ ଚିକିଛଙ୍କ ନିମନ୍ତେ ବହୁ ଉପଯୋଗୀ ହୋଇଥିବାରୁ ଏହାର ଆବଶ୍ୟକ ନିହାତି ରହିଥିଲା ବୋଲି ସେ କହିବା ସହ ଆଗମୀଦିନରେ ଏପରି ଉପକରଣ ଅଧିକ ଯୋଗାଇ ଦିଆଯିବ ବୋଲି କହିବା ସହ ଆଶା କର୍ମୀ ଓ କ୍ଷତ୍ରରେ କାର୍ଜ୍ୟ କରୁଥିବା କର୍ମଚାରୀଙ୍କୁ ମାସ୍କ ଓ ଶାନିଟାଇଜ଼ଲ ଯୋଗାଇ ଦିଆଯିବ ବୋଲି କହିଥିଲେ.


