ରୋଷେଇ ଚାଲିଥିବା ସମୟରେ ବୁଗୁଡା ପୋଲିସ ଶିବକୁ ଧରିଛି

ବୁଗୁଡା,(ଅନିଲ କୁମାର ମହାରଣା):ମାଣିତରା ପଞ୍ଚାୟତରେ ରୋଷେଇ ଚାଲିଥିବା ସମୟରେ ସେହି ପଞ୍ଚାୟତର ନଗୁଡୁ ଗ୍ରାମର ଦାମ ନାୟକଙ୍କ ପୁଅ ଶିବ ନାୟକ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବଚସା କରିବା ଯୋଗୁଁ ବୁଗୁଡା ପୋଲିସ ଶିବକୁ ଧରି ନେଇଥବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ