ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦ ମରୈଗାଁର ୫ମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରତିମା ସ୍ବାଇଁ ଓ ସମ୍ପାଦକ ସୁଦାମ ଚରଣ ଜେନାଙ୍କ ଆବାହତ୍ବରେ ଅନୁଷ୍ଠିତ ଏହି ବୈଠକରେ ନିର୍ମଳ ଚନ୍ଦ୍ର ବାରିକ୍, ରତ୍ନାକର ଦାସ, ଗୋବିନ୍ଦ ଚ଼ନ୍ଦ୍ର ପାଣିଗ୍ରାହୀ, ମୁରଲୀଧର ବେହେରା, ହେମନ୍ତ କୁମାର ନାୟକ, ନିର୍ମଳ ଚନ୍ଦ୍ର ମଲ୍ଲିକ, ଗଣେଶ୍ଵର ମହାନ୍ତି, ଅଧୂକାରୀ ନାୟକ, ଅଭିମନ୍ୟୁ ତ୍ରୀପାଠି, ରମାକାନ୍ତ ଶଙ୍ଖୁଆ, ସନ୍ତୋଷ ମହାନ୍ତି, ଶରତ କୁମାର ସେଠୀ, ଚତୁର୍ଭୁଜ ଶଙ୍ଖୁଆ, ଗୌରାଙ୍ଗ ଆଇଚ, ରମାକାନ୍ତ ପହି, ହାସ୍ୟମୟୀ ରାଜ, ସାବିତ୍ରୀ ଜେନା, ସ୍ନିଗ୍ଧାରାଣୀ ଘଡେଇ, କିଶୋର ଆଚାର୍ଯ୍ୟ, ଗୋପଳକୃଷ୍ଣ ରାଉତ, ବଳରାମ ନାୟକ, ପୂର୍ଣ୍ଣଚନ୍ଦ୍ର ଦାସ, ରମାକାନ୍ତ ଦାସ, ଅନନ୍ତ ମୁଦୁଲି, ଧ୍ରୁବାନନ୍ଦ ସେଠୀ, ସୁରେନ୍ଦ୍ର ପରିଡା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଫେବୃଆରୀ ୧୬ ତାରିଖରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିବା ସଭାପତି ସୂଚନା ଦେଇଥିଲେ । ସଂସଦର ପତ୍ରିକା ‘ମରୁତ ମହକ’ ପାଇଁ ଜାନୁଆରୀ ମାସର ୨୦ ତାରିଖ ସୁଦ୍ଧା ଲେଖା ପଠାଇବାକୁ ବାକୁ ନିଷ୍ପତି ହୋଇଥିବା କର୍ମକର୍ତ୍ତା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ