ଲକ୍‌ ଡାଉନ୍‌ ପାଳନ କରିବାକୁ ନିବେଦନ କଲେ ପୁରୀ ଗଜପତି

ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅପିଲ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲକ୍‌ ଡାଉନ୍‌ ପାଇଁ ଆହ୍ଵାନ ଦେଇଛନ୍ତି । କରୋନା ଭାଇରସକୁ ପ୍ରତିହିତ କରିବାକୁ ଏହି ଆହ୍ଵାନ ଦେଇଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପୁରୀ ଗଜପତିଙ୍କ ନିବେଦନ । ଗଜପତି ଓ ତାଙ୍କ ପରିବାର ଏବେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ସେ ଆମେରିକାରୁ ଫେରିବା ପରେ ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି । ସେ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମହାପ୍ରଭୁଙ୍କ କୃପାରୁ ଆମେ ସୁସ୍ଥ ଅଛୁ ବୋଲି କହିଛନ୍ତିି ପୁରୀ ଗଜପତି ଦିବ୍ୟସିଂହଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ