ଲରେନ୍ସ ଆଣ୍ଡ୍ ମାୟୋ ପକ୍ଷରୁ ସନ୍ ଗ୍ଲାସ୍ ମେଳା-୨ଠ୧୯

ମୁମ୍ବାଇ, (ଏଜେନ୍ସି): ଭାରତର ପ୍ରିମିୟମ୍ ଅପ୍ଟିକାଲ୍ ରିଟେଲ୍ କମ୍ପାନୀ ଲରେନ୍ସ୍ ଆଣ୍ଡ୍ ମାୟୋ ପକ୍ଷରୁ ଦେଶବ୍ୟାପି ଏହାର ଆଉଟ୍ଲେଟ୍ରେ ସନ୍ଗ୍ଲାସ୍ ମେଳା-୨୦୧୯ର ଶୁଭାରମ୍ଭ କରାଯାଇଛି । ଏହା ୨୦୧୯ ମେ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଅବସରରେ ବିଭିନ୍ନ ସନ୍ଗ୍ଲାସ୍ ବ୍ରାଣ୍ଡ୍ ମଧ୍ୟରେ ରେ ବ୍ୟାନ୍, ଭୋଗ୍, ବୁର୍ବ୍ୟାରୀ, ବିଭଲଗାରୀ, ଡି ଆଣ୍ଡ୍ ଜି, ଗ୍ୟୁସି, ମେବ୍ୟାକ୍, ପ୍ରାଡା, ଟମ୍ଫୋର୍ଡ ଓ ରିବକ୍ ଆଦି କଲେକସନ୍ର ବିସ୍ତୃତ ବର୍ଗ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ । ଏହି ଅବସରରେ ପାୱାରଡ୍ ସନ୍ ଗ୍ଲାସ୍ରେ ୨୦% ଓ ସନ୍ ଗ୍ଲାସ୍ ଲେନ୍ସରେ ୨୫% ରିହାତି ମିଳିବ । କଲ୍ କଲେ ଆବଶ୍ୟକ ସାମଗ୍ରୀ ଗ୍ରାହକଙ୍କ ଘରେ ପହଞ୍ଚାଇ ଦିଆଯିବ । ସେହିପରି ଅଧିକ ସଂଖ୍ୟକ ସନ୍ ଗ୍ଲାସ୍ କ୍ରୟରେ ଅଧିକ ରିହାତି ପ୍ରଦାନ କରାଯିବ । ଗୋଟିଏ କିଣିଲେ ୨୦%, ଦୁଇଟି କିଣିଲେ ୨୫% ଏବଂ ୩ଟି କିଣିଲେ ୩୦% ରିହାତି ଉପଲବ୍ଧ ହେବ । ଲରେନ୍ସ୍ ଆଣ୍ଡ୍ ମାୟୋ ଆଉଟଲେଟ୍ରେ ଗ୍ରେ, ଗ୍ରୀନ୍, ୟେଲୋ ଏବଂ ବ୍ରାଉନ୍ ଆଦି ରଙ୍ଗର ସନ୍ଗ୍ଲାସ୍ ମହଜୁଦ୍ ରହିଛି । ସୂଚନାଯୋଗ୍ୟ ଯେ ଲରେନ୍ସ୍ ଆଣ୍ଡ୍ ମାୟୋ ୧୮୭୭ ମସିହା ଠାରୁ ଭାରତରେ ଅଗ୍ରଣୀ ଅପ୍ଟିସିଆନ୍ ଭାବେ ଗ୍ରାହକଙ୍କୁ ଉଚ୍ଚ ଗୁଣବତାଯୁକ୍ତ ପର୍ସିୟାନ୍ ଆଇ କେୟାର ଉପଲବ୍ଧ କାର୍ଯ୍ୟ ଲାଟେଷ୍ଟ୍ ଆଇ କେୟାର ଟେଷ୍ଟିଙ୍ଗ୍ ଜ୍ଞାନକୌଶଳ ସହାୟତାରେ ଜାରି ରଖିଛି । ଦେଶରେ ଏହାର ୧୨୫ରୁ ଅଧିକ ଷ୍ଟୋର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ