ଲାଞ୍ଚୁଆ କନଷ୍ଟେବଳ ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ । ଜଣେ ଲାଞ୍ଚୁଆ କନଷ୍ଟେବଳଙ୍କୁ ଭିଜିଲାନ୍ସ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେଇ ଜଣେ କନଷ୍ଟେବଳ ଗିରଫ ହୋଇଛନ୍ତି । କମିଶନରେଟ ପୁଲିସରେ କାର୍ଯ୍ୟରତ କନଷ୍ଟେବଳ ସୁରେଶ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ କମିଶନରେଟ ପୁଲିସର ଆକାଉଣ୍ଟସ ସେକ୍ସନରେ କାମ କରୁଥିଲେ । ଏରିଅର ଟଙ୍କା କରାଇ ଦେବାକୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ