ଲାଲଗଡରେ ହେଲିକେପ୍ଟର ଯୋଗେ ପହଞ୍ଚିଲେ ପୋଲିଂ ଅଫିସର

ଚଳିତ ୨୦୧୯ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ନିର୍ବାଚନ ହେବାକୁ ଥିବା ବେଳେ ଲାଲଗଡରେ ପୁଲିଂ ଅଫିସର ଓ କର୍ମଚାରୀ ମାନଙ୍କୁ ସୁରକ୍ଷିତ ନେବା ପାଇଁ ମାଲକାନଗିରି ପ୍ରଶାସନ ତରଫରୁ ହେଲିକପ୍ଟର ଯୋଗେ ଅଫିସର ଓ କର୍ମଚାରୀ ମାନଙ୍କୁ ହେଲିକେପ୍ଟର ଯୋଗେ ସ୍ଥାନକୁ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ