“ଲାଲ୍ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍

ସୈଫ୍ ଅଲ୍ଲୀ ଖାନ୍ଙ୍କ ଫିଲ୍ମ “ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍ ସମ୍ମୁଖକୁ ଆସିଯାଇଛି । ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ ଦେଖିବାକୁ ମିଳୁଛି । ସୋନାକ୍ଷୀ ଗାଦି ଉପରେ ବସିଥିବା ବେଳେ ମୁହଁରେ ମୁଖା ପିନ୍ଧିଛନ୍ତି । ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅକ୍ଟୋବର ୧୮ରେ ମୁକ୍ତିଲାଭ କରିବ । ସୈଫ୍ଙ୍କ ଚରିତ୍ର ଫିଲ୍ମରେ ନାଗା ସାଧୁର ରହିଛି । ଅନ୍ୟ ପ୍ରମୁଖ ଚରିତ୍ରରେ ଦୀପକ ଡାବରିୟାଲ, ଜାୟା ହୁସୈନ୍ ଏବଂ ମାନବ ବିଜ୍ଙ୍କୁ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ