ଲାୟନ୍ସ କ୍ଲବ ନୟାପଲ୍ଲୀର ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ୨୦୨୨-୨୩ ବର୍ଷ ପାଇଁ ନୂଆପଲ୍ଲୀସ୍ଥିତ ଲାୟନ୍ସ ଭବନରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଅନେକ ଲାୟନ ସଭ୍ୟଙ୍କ ଗହଣରେ ଲାୟନ ଟି. ରବି କୁମାର ପାତ୍ର ସଭାପତି, ଲାୟନ ଭାରତୀ ପଟ୍ଟନାୟକ ସମ୍ପାଦିକା, ଲାୟନ ଦେବସ୍ମିତା ମିଶ୍ର କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ଉକ୍ତ ବ୍ୟକ୍ତିମାନେ ସେମାନଙ୍କର ପ୍ରଶିକ୍ଷଣ ପାଇଁ ଚଳିତମାସ ୩୦ ତାରିଖରେ କଲିକତାସ୍ଥିତ ସୋନାର ବଙ୍ଗଳାଠାରେ ଶତାଧିକ ସଭ୍ୟଙ୍କ ସହିତ ସାମିଲ୍ ହେବେ ଓ ଆଗାମୀ ବର୍ଷ ପାଇଁ ସମାଜସେବାରେ ନିଜକୁ ନିୟୋଜିତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ