ଲିଙ୍ଗରାଜ ମନ୍ଦିରରେ ପାନ, ଗୁଟଖା ଖାଇଲେ ଜରିମାନା

ଭୁବନେଶ୍ୱର ଏଣିକି ଭୁବନେଶ୍ୱରସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସର ମଧ୍ୟରେ କେହି ପାନ, ଗୁଟଖା ଭଳି ନିଶା ସେବନ କଲେ ଜରିମାନା ଦେବାକୁ ହେବ । ଆସନ୍ତା ୧୫ ତାରିଖରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ। ନିୟମ ଭଙ୍ଗ କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଏସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ