ଲୁହାଗୁଡି ଠାରେ ରଜ ଦୋଳି ପର୍ବ ଆଡମ୍ବରେ ସହ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ଠାରେ ରଜ ଦୋଳି ପର୍ବ ବହୁ ଆଡମ୍ବର ସହ ପାଳନ କରାଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଉଦଘାଟନ କରିଛନ୍ତି । ଏହି ସମହୋରାରେ ଲୁହାଗୁଡି ପଞ୍ଚାୟତ ସରପଞ୍ଚ କୌଳାସ ବଡରଇତ, ସାଗର ଦଳାଇ, ସୂର୍ଯ୍ୟ ନାରାୟଣ ବକ୍ସସି, ଅନୁସାୟୀ ନାୟକ, କଂଗ୍ରେସ ବ୍ଲକ ସଭାପତି ଶଙ୍କର ପ୍ରଧାନି, ଲୋହରା ଙ୍କ ସମେତ ଗ୍ରାମ ର ଲୋକ ଉପସ୍ଥିତ ରହି ବହୁ ଆଡମ୍ବର ସହ ରଜ ଦୋଳି ପାଳନ କରିଛନ୍ତି । ଗ୍ରାମର ସମସ୍ତ କୁମାରୀ ଝୀଅ ମାନେ ନୂଆ ଲୁଗା ବସ୍ତ୍ର ପରିଧାନ କରି ଧୁମଧାମର ସହ ରଜ ଦୋଳି ପାନ କରିଛନ୍ତି ଦେଖି ବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ