ଆକାଂକ୍ଷାର ଅଭିନବ ପ୍ରୟାସ
ଗଜପତି ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ” ଆକାଂକ୍ଷା ମହିଳା ସଂଗଠନ” ତରଫରୁ’ ଆକାଂକ୍ଷା’ ନାମରେ ଏକ ବାର୍ଷିକ ପତ୍ରିକା ମହିଳା ବିଶେଷଙ୍କ ପ୍ରକାଶିତ ହେବାକୁ ଯାଉଛି । ଆପଣମାନଙ୍କୁ ଅନୁରୋଧ ଆପଣଙ୍କ ନିଜସ୍ୱ ଲେଖା ଯଥା -ପ୍ରବନ୍ଧ,ଗଳ୍ପ,କବିତା –ଓଡିଆ ,ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା ସହ ରଙ୍ଗୀନ ଫଟୋ ପଠାଇବା ପାଇଁ ଅନୁରୋଧ । ଅକ୍ଟୋବର ମାସ ଅର୍ଥାତ ଲେଖା ପଠାଇବା ଶେଷ ତାରିଖ ହେଉଛି ୨୫-୧୦-୨୦୧୯ ,ପ୍ରକାଶିତ ଲେଖା ମଧ୍ୟରୁ ୩ ଗୋଟି ଲେଖାକୁ ପ୍ରାଧାନ୍ୟ ଦିଆଯାଇ ଆକାଂକ୍ଷା ନାମରେ ସମ୍ମାନିତ କରାଯିବା ସହିତ କିଛି ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ ।
ଯୋଗାଯୋଗ କରିବା ପାଇଁ -ନଂ-୯୩୩୭୩୧୨୮୮୫ ୯୪୩୮୧୩୭୪୮୫


