“ଲେଟ୍ସ୍ ସ୍ମାଇଲ” ସାମାଜିକ ସଙ୍ଗଠନ ତରଫରୁ କୋରନା ମହାଯୋଦ୍ଧା ସମ୍ମାନ

ଯାଜପୁର, (ଓ୍ୱାଇଏନ୍‌ଏସ୍‌): ଭୁବନେଶ୍ୱର ମହାନଗର ଗୁରୁବାର ଦିନ ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ଓଡ଼ିଶା ତରଫରୁ ଏକ ଓଡ଼ିଶା କରୋନା ମହାଯୋଦ୍ଧା ସମ୍ମାନ ସମ୍ବର୍ଧନା ସଭା ଜୟଦେବବିହାର ସ୍ଥିତ ସନ୍ଡ଼େ ଟାଓ୍ୱାର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ମହାମାରୀ କରୋନା ଭୂତାଣୁ ସଂକ୍ରାମଣକୁ ଭୂକ୍ଷପ ନକରି ନିଜ ଜୀବନକୁ ବାଜି ଲଗାଇ ସମଗ୍ର ମାନବ ଜାତି ପ୍ରତି ସମପ୍ରିତ ଥିବା ଯୋଦ୍ଧା ମାନଙ୍କର ତ୍ୟାଗ ନିଷ୍ଠା ଶ୍ରମ ଏକ ଆଦରଣୀଅ ପରିଧି ଗଢିତୋଳିଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ବିରିଷ୍ଠ ସମାଜସେବୀ ହିମାଂଶୁ ଶେଖର ସାହୁ ଯୋଗଦେଇ ଗଛ ଲଗାଇବା ସହିତ ଓଡ଼ିଆର ୧୦ଟି ସମାଜିକ ସଙ୍ଗଠନକୁ ସମ୍ବନ୍ଧିତ୍ର କରିଥିଲେ ଆଜିର କାର୍ଯ୍ୟକ୍ରମରେ ସୁ ସମ୍ପର୍କ ଟ୍ରଷ୍ଟ ଆସ୍ଥା ଫାଉଣ୍ଡେସନ, ପଞ୍ଚସଖା ଫାଉଣ୍ଡେସନ,ଚଣ୍ଡିପ୍ରସାଦ ଫାଉଣ୍ଡେସନ,ହେଲ୍ପ ଇଣ୍ଡିଆ,ନବଯୋତି ଫାଉଣ୍ଡେସନ,ପୁରୀ ସେବା ସମିତି, ସାହାଯ୍ୟ ଟ୍ରଷ୍ଟ। ସମ୍ବର୍ଧିତ କରାଯାଇଥିଲା ଲେଟ୍ସ୍ ସ୍ମାଇଲର ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ, ମୁଖ୍ୟ ଉପଦେଷ୍ଟା ଶୁଭ୍ରାନ୍ତ ଶେଖର ଦୋରା, କୋଷାଧ୍ୟକ୍ଷ ରାଜେଶ କୁମାର ବଳ, ସଭାପତି ରାଜେନ୍ଦ୍ର ଖଣ୍ଡାଇ ଙ୍କ ସମତେ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର, ମଞ୍ଜିତ ମହାନ୍ତି , ଆଲୋକ ଜେନା, କେଶବ ଚନ୍ଦ୍ର ଦାସ,ବିଜେନ୍ଦ୍ର ଖଣ୍ଡାଇ, ମହେନ୍ଦ୍ର ସ୍ୱାଇଁ, ରିଙ୍କୁ ଜେନା,ପ୍ରତିକ୍ଷ୍ କୁମାର,ତୋଫାନ ଷଣ୍ଢ ଉପସ୍ଥିତ ଥିଲେ। ଏବଂ ବରିଷ୍ଠ ସମାଜସେବୀଆଶିଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ