ଲୋକସଭା ପାଇଁ ୧୮୨ ପ୍ରାର୍ଥୀ ଘୋଷଣା କଲା ବିଜେପି
ବିଜେପି ଲୋକସଭା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି ।ଏହି ଲିଷ୍ଟରେ ୧୮୨ ଜଣଙ୍କ ନାମ ଘୋଷଣା କରିଛି ବିଜେପିି । ୨୦୧୪ ମସିହାରେ ବାରଣାସୀରେ ମୋଦି ଲଢି ଲୋକସଭାରେ ପହଞ୍ଚିଥିଲେ । ଆସନ୍ତା ଲୋକସଭା ପ୍ରାର୍ଥୀ ନିମନ୍ତେ ପୁଣୀ ବାରଣାସୀରୁ ନିର୍ବାଚନ ରୁ ଲଢିବେ ବୋଲି ବିଜେପି ତରଫରୁ ଘୋଷଣା କରାଯାଇଛି । ଏହା ସହ ଭାରତୀୟ ଜନତା ପାର୍ଟିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଘୋଷଣା କରିଛନ୍ତି ।


