ଲୋକାୟୁକ୍ତ ଦ୍ୱାରା ୪ ଜଣ ସରକାରୀ କର୍ମଚାରୀଙ୍କୁ ନୋଟିସ୍

କଳାହାଣ୍ଡି ଜିଲ୍ଲା ନର୍ଲା ସେକ୍ସନ୍ ରେ କାମ୍ପI ଯୋଜନାରେ ଆର୍ଥିକ ବର୍ଷ ୨୦୧୫-୧୬,୨୦୧୬-୧୭ ର ୧୪୫୦ ହେକ୍ଟର୍ ଜିଏପ ପ୍ଲାଣ୍ଟସନନାଁରେ ଟ. ୨ କୋଟି ୨୧ ଲକ୍ଷ ଙ୍କା ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲାI. କଳାହାଣ୍ଡି ବନ ବିଭାଗ ଉତ୍ତର ଖଣ୍ଡର ନର୍ଲାରେ ତତ୍କାଳୀନ କାର୍ଜ୍ୟ ରତ ଫରେଷ୍ଟର୍ ସମ୍ପଦ କୁମାର ଓ ଅବସର ଗ୍ରହଣ କରିଥିବା ତତ୍କାଳୀନ ରେଞ୍ଜର୍ ଅନ୍ତର୍ଯ୍ୟାମୀ ଦାସ, ତତ୍କାଳୀନ ଏସିଏଫ ତଥା ବର୍ତ୍ତମାନର ସୁବର୍ଣ୍ଣପୁର ଡୀଏଫଓ ସୁଶାନ୍ତ କୁମାର ସାମନ୍ତରାୟ ଓ ତତ୍କାଳୀନ ଡୀଏଫଓ ଆୟ ବହିର୍ଭୁତ ସମ୍ପତି ଠୁଲ୍ ଅଭିଯୋଗରେ ଭିଜିଲାନ୍ସ୍ ଦ୍ବାରା ଚଢ଼ାଉ ହୋଇଥିବା ଜଣ ପଡିଛି ଡୀଏଫଓ ଲଳିତେନ୍ଦୁ ଜେନାଙ୍କ ସମେତ ୪ ଜଣଙ୍କୁ ମାମଲା ସଂଖ୍ୟା ଏଲ କେ ୟIଇ ୨୬୭/ ୨୦୨୦ ଅନୁସାଯାଇ ଚଳିତ ମାସ ତା.୧୨ରିଖରେ ଲୋକାୟୁକ୍ତ ନିକଟରେ ହାଜର୍ ହେବା ପାଇଁ ଲୋକାୟୁକ୍ତ ନୋଟିସ୍ କରିଥିବା ଜଣ ପଡିଛି. ସୂଚନା ଆଇନ ଦ୍ବାରା ତଥ୍ୟ ମାଗି ଗତ ତା୨୪.୦୧.୨୦୨୦ରିଖ ଦିନ ମାଗିଥିଲେ ଇ ପରେ ଏ ନେଇ ସୂଚନା କର୍ମୀ ଶ୍ରୀ ବିନ୍ଦୁ ନାଏକ ଲୋକାୟୁକ୍ତ ନିକଟରେ ଅଭିଯୋଗ କରିଥିଲେ । ଅଭି ଯୋଗକୁ ଭୀତି କରି ଏହାର ତଦନ୍ତ କରାଯିବ ସହ ଆବଶ୍ୟକ କାର୍ଜ୍ୟ ଅନୁଷ୍ଠାନ ଗ୍ରହଣ କାଜିବ ବୋଲି ଜଣ ପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ