ଲୋକାୟୁକ୍ତ ସଦସ୍ୟ ହେଲେ ଆର.ପି ଶର୍ମା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ )ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ଅବସ୍ଥାପିତ କରାଗଲା । ଏନେଇ ରାଜଭବନରୁ ସୁଚନା ମିଳିବାପରେ କିଏ ହେବ ପରବର୍ତ୍ତୀ ରାଜ୍ୟ ପୋଲିସ ମୁଖିଆ ସେନେଇ ଏବେଠାରୁ କଳ୍ପନା ଯଳ୍ପନା ଆରମ୍ଭ ହେଲାଣି । ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦଙ୍କ ନାମ ରାଜ୍ୟସରକାର ସୁପାରିସ କରିଥିଲେ । ତେବେ ସୁଚନା ଥାଉକି, ୨୦୧୭ ମସିହା ଅଗଷ୍ଟ ୩୧ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏହି ବରିଷ୍ଠ ଆଇପିଏସ ଅଫିସର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ