ଦେଶ ବିଦେଶ ଲୋହରି ଅବସର ରେ ଦେଶ ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା 14/01/2021 YWPSENU9 0 Comments ଲୋହରି ଅବସର ରେ ଦେଶ ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଲୋହରି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।“ଲୋହରି ଅବସରରେ ଖୁସି ଏବଂ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ। ଏହି ବିଶେଷ ଉତ୍ସବ ସମସ୍ତଙ୍କ ହୃଦୟରେ ପ୍ରେମ ଓ କରୁଣା ଭରିଦେଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। Spread the love