ଵ୍ରହ୍ମପୁର ସହରରେ ଗଂଜେଇ ଚାଲାଣ କାରି କରୋନା ସଂକ୍ରମଣ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଵ୍ରହ୍ମପୁର ସହରର ଜଣେ ଚୋରା ଗଂଜେଇ ଚାଲାଣ କାରି ଚଳିତ ମାସ ୧ ତାରିଖରେ ତାଙ୍କ ଘରେ ଗଂଜେଇ ସିଗାରେଟ ବିକ୍ରି କରୁଥିବା ବେଳେ ଧରାପଡି ଜେଲ ଯାଇଥିଲେ । ସେହିଦିନ ହିଁ ତାଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କ ଆଜି ପୋଜିଟିଭ ରିପୋର୍ଟ ଜେଲ କୁ ଆସିଛି । ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ବେଳେ ସେ ଖାଲି ଶରୀରରେ ଥିଲେ । ଚଢ଼ାଉ ବେଳେ ସେଠାରେ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଅବକାରୀ ବିଭାଗ, ପୋଲିସ ବିଭାଗ ସହ ବହୁ ଲୋକ ସାମିଲ ହୋଇଥିଲେ । ଏହି ବ୍ୟକ୍ତି ଜଣକ ଏବେ ଵ୍ରହ୍ମପୁର ସହରରେ କରୋନା ସଂକ୍ରମଣ ବିସ୍ତାର କରିବାରେ ସହାୟକ ହୋଇପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ