ଶକୁନ୍ତଳାଦେବୀଙ୍କ ବାୟୋଗ୍ରାଫିରେ ନଜର ଆସିବେ ବିଦ୍ୟା
,(ଯୁଗାବ୍ଦ ନ୍ୟୁଜ) : ହ୍ୟୁମାନ କମ୍ପ୍ୟୁଟର ଭାବେ ଜଣାଶୁଣା ଶକୁନ୍ତଳାଦେବୀଙ୍କ ବାୟୋଗ୍ରାଫି ଫିଲ୍ମରେ ନଜର ଆସିବେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲାନ । ଶକୁନ୍ତଳା ଦେବୀଙ୍କ ଉପରେ ତିଆରି ହେବାକୁଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ । ବିକ୍ରମ ମାଲହୋତ୍ରା ଓ ସୋନି ପିକ୍ଚର୍ସର ମିଳିତ ସହେଯାଗରେ ଏହି ଫିଲ୍ମଟିର ପ୍ରେଯାଜନା କରିଥିବାବେଳେ ଏହି ଫିଲ୍ମରେ ସାନିଆ ମାଲୋହୋତ୍ରା ଶକୁନ୍ତଳା ଦେବୀଙ୍କ ଝିଅ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ୨୦୨୦ ମସିହାରେ ସିନେମା ଘରେ ରିଲିଜ ହେବ ।


