ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଲା ବାଲାଂଦେଶ

ଚଳିତ ବିଶ୍ୱ କପରେ ପ୍ରଥମରୁ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ମାତ୍ ଦେଇିଛି ବାଲାଂଦେଶ ।ଲଣ୍ଡନର କିଙ୍ଗଷ୍ଟନ୍ ଓଭାଲ ଗ୍ରାଉଣ୍ଡରେ ଗତ କାଲି ଖେଳାଯାଇଥିବା ମ୍ୟାଚରେ ଟଚ୍ ହାରି ବ୍ୟାଟିଂ କରିଥିଲା ବାଲାଂଦେଶ । ୬ ୱିକେଟ ହରାଇ ୩୩୦ ରନ ସଂଗ୍ରହ କରିଥିଲା ଦଳ । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ୫୦ ଓଭର ଖେଳି ୮ ୱିକେଟ ବିନିମୟରେ ସମର୍ଥ ହୋଇଥିଲା । ଏହା ସହିତ ଦକ୍ଷିଣ ଆଫ୍ରିକାର ଏହା ହେଉଛି ଦ୍ୱିତୀୟ ପରାଜୟ । ପୂର୍ବରୁ ପ୍ରଥମ ମ୍ୟାଚରେ ଇଂଲଣ୍ଡ ଠାରୁ ମ୍ୟାଚ୍ ହାରିଥିଲା ଦକ୍ଷିଣ ଆଫ୍ରିକା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ