ଚର୍ଚ୍ଚାରେ ଥିବା ବିହାରର ପାଟନା ସାହିବ୍ ଆସନରୁ ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ବହୁ ଭୋଟରେ ଆଗରେ ଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଧି କଂଗ୍ରେସ ଛାଡି ବିଜେପି ମିଶିଥିବା ଶତ୍ରୁଘ୍ନ ସିହ୍ନା ବହୁ ପଛରେଥିବା ଜଣା ପଡିଛି । ପୂର୍ବରୁ ସେ ବିଜେପି ଟିକଟରେ ଗତ ନିର୍ବାଚନରେ ଅଢେଇ ଲକ୍ଷ ଭୋଟରେ ବିଜୟ ହାସଲ କରିଥିଲେ ।