ଶପଥ ଗ୍ରହଣ କଲେ ସାବିତ୍ରୀ
ଭୂବନେଶ୍ୱର , ପାଟକୁରାରେ ନୁତନ ଭାବେ ନିର୍ବାଚିତ ହୋଇଥିବା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ସାବିତ୍ରୀ ଅଗ୍ରୱାଲ ଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୋପନୀୟତା ଭାବେ ଶପଥ ପାଠ କରାଇଥିଲେ । ଗତ ଚଳିତ ମାସ ୨୦ ତାରିଖରେ ହୋଇଥିବା ବେଳେ ମୋଟ ୧୦ ଜଣ ପ୍ରାର୍ଥୀ ଅବତିର୍ଣ୍ଣ ହୋଇଥିଲେ । ଭୋଟ ଗଣନା ଜୁଲାଇ ୨୪ ରେ ହୋଇଥିଲା ।


