ଶାସଙ୍ଗରେ ବାଦିପାଲା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଆସନ୍ତା ଗତକାଲି ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ୩୮ତମ ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ ହୋଇଛି । ଗାୟକ ନୃଷିହଂ ଚରଣ ହୋତା ଓ ବିଶ୍ୱନାଥ ସ୍ୱାଇଁ ପାଲା ପରିବେଷଣ କରୁଛନ୍ତି । ଏହି ପାଲାକୁ ଉପଭୋଗ କରିବାପାଇଁ ଶହଶହ ପାଲା, ସଂସ୍କୃତି ପ୍ରେମୀ ଦର୍ଶକଙ୍କ ସମାଗମ ହେଉଛି । ବିଶେଷକରି ଗାୟକ ମାନଙ୍କ ଦ୍ୱାରା ମହାଭାରତ, ରାମାୟଣ ଏବଂ ଉପନିଶଦ ଉପରେ ହେଉଥିବା ଚର୍ଚ୍ଚାକୁ ପାଲାପ୍ରେମୀ ଦର୍ଶକ ମାନେ ମନଭରି ଉପଭୋଗ କରୁଛନ୍ତି । ସଞ୍ଜୟ କୁମାର ସ୍ୱାଇଁ, ଖଗେଶ୍ୱର ବାରିକ, ମୋହନ ଚରଣ ପାଢ଼ୀ, ଅନାଦି ଚରଣ ବିଶ୍ୱାଳ, ଅନାଦି ଚରଣ ରାଉତ, ବୀରଭଦ୍ର ବିଶ୍ୱାଳ, ପୁର୍ଣ୍ଣଚନ୍ଦ୍ର ଜେନା, ନରହରି କୁଅଁର, ସତ୍ୟାନନ୍ଦ ଜେନା, ବୁଦ୍ଧଦେବ ଜେନା, ଉଦୟନାଥ ବାରିକ, ପ୍ରାଣବଲ୍ଲବ ବିଶ୍ୱାଳ,ବାଳକୃଷ୍ଣ ସ୍ୱାଇଁ, କୈଳାଶ ସୁବୁଦ୍ଧି, ପରିକ୍ଷିତ ଜେନା, ସଦାଶିବ ଜେନା, କୁଞ୍ଜ ପ୍ରଧାନ ପ୍ରମୁଖ ପରିଚାଳନା କରୁôତବାବେଳେ ଶାସଙ୍ଗ ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ