ଶିକ୍ଷା ସହାୟକ ସଂଘର ନୂତନ କର୍ମକର୍ତା ନିର୍ବାଚିତ ଓ ନବନିଯୁକ୍ତ ଶିକ୍ଷାସହାୟକ
ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ )ସୋମବାରଦିନ ଖଲ୍ଲିକୋଟସ୍ଥ ଅମରେଶ୍ବର ମନ୍ଦିର ପରିସରରେ ଖଲ୍ଲିକୋଟ ବ୍ଲକ ଶିକ୍ଷା ସହାୟକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଉଛଇ ନ୍ଦ ଆୟୋଜିତ ବୈଠକରେ ଶିକ୍ଷା ସହାୟକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଗଭୀର ଭାବେ ଆଲୋଚନା ହେବ ସହ ସଂଘର ଶ୍ୟାମସୁନ୍ଦର ପ୍ରଧାନ-ସଭାପତି ,ନୀଳାଚଳ ନାୟକ-କାର୍ୟ୍ୟକାରୀ ସଭାପତି,ଯୋଗମାୟା ମହାନ୍ତି-କାର୍ୟ୍ୟକାରୀ ସଭାପତି,ବୁଲୁ ପଳେଇ-ଉପସଭାପତି,ନାରାୟଣ ମହାରଣା-ସମ୍ପାଦକ,ହରପ୍ରସାଦ ବେହେରା-ସହ ସମ୍ପାଦକ,ପ୍ରଜ୍ଞାନ କୁମାର ପଟ୍ଟନାୟକ-କୋଷାଧକ୍ଷ,ବାସୁଦେବ ସାହାଣୀ-ସହ କୋଷାଧକ୍ଷ,ଭାବେ ନିର୍ବାଚିତ ହୋଇଥିଲେ ନ୍ଦ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ମାନସିଂ – ମହାସଚିବ,କେଦାର ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ପରିଡା,ରାଜେନ୍ଦ୍ର ପଣ୍ଡା, ସୌମ୍ୟ ରଞ୍ଜନ ମିଶ୍ର,ଶୁଭେନ୍ଦୁ ରାଉତ , ସିଆରସିସି ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଦେବେନ୍ଦ୍ର କୁମାର ମହାରଣା,ଓ ପ୍ରଦୀପ କୁମାର ତ୍ରିପାଠୀଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇ ୪୧ଜଣ ଶିକ୍ଷା ସହାୟକଙ୍କୁ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ସମସ୍ତ ଶିକ୍ଷା ସହାୟକ ଏକତ୍ରିତ ହୋଇ ସଂଘକୁ ମଜଭୁତ କରିବା ପାଇଁ ଶପଥ ନେଇଥିଲେ ନ୍ଦ ଏ ଅବସରରେ ଉଜଉଉ ଦେବେନ୍ଦ୍ର ମହାରଣା ନିଜର କାର୍ୟ୍ୟଦକ୍ଷତା ଓ ସଂଘ ପ୍ରତି ଆନ୍ତରିକତା ପ୍ରକାଶ କରିବାକୁ କହିଥିଲେ