ଶିକ୍ଷ୍ୟା ବିଭାଗରେ କି ରାଜନୀତି ଚାଲିଛି ?
ମୋହନା, (ଅଂଶୁମାନ ପଣ୍ଡା):ମୋହନା ଶିକ୍ଷ୍ୟା ବିଭାଗ ରେ ହେରେ ଫେରେ ଶିକ୍ଷକ ଜାଗା ଖାଲି କିନ୍ତୁ ବ୍ଲକ ରୁ ଶିକ୍ଷକ ଙ୍କୁ ଅନ୍ୟ ବ୍ଲକ ପଠା ଯାଉଚି ସାରା ରାଜ୍ୟରେ କରୋନା ତାର ଉଗ୍ର ରୂପ ନଉଥିବା ବେଳେ ଏହାର ସୁବିଧା ସୁଯୋଗ ଦେଖି କିଛି ତେଲୁଗୁ ଶିକ୍ଷକ ଙ୍କୁ ନିଜ ମନ ମୁତାବକ କାଶୀନଗର ବ୍ଲକ କୁ ନିଆଯାଇଛି ମୋହନା ବ୍ଲକ ରେ୩୯ ଟି ପଞ୍ଚାୟତ ରହିଥିବା ବେଳେ ବିଦ୍ୟାଳୟ ରହିଛି ୮୦ ରୁ ଉର୍ଦ୍ଧ ଏବଂ ଦୃଗମ ଅଞ୍ଚଳ ଏଠି ବସବାସ କରନ୍ତି ଆଦିବାସୀ ଲୋକେ ବହୁ ସଂଖ୍ୟା ରେ ହେଲେ ଏମାନଙ୍କ ପାଇଁ ସବୁ ଯୋଜନା କରିଛନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର ଏପରିକି ଦୃଗମ୍ ଅଞ୍ଚଳ ର ବିକାଶ ହେବା ସହ ପିଲାଙ୍କୁ କିପରି ଭଲ ଶିକ୍ଷ୍ୟା ଦିଆଯିବ, ପାଠ ପଢା ଯିବ ଏଥି ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି ଏଇ ବ୍ଲକ ରେ ଓଡ଼ିଆ ଭଲସେ ନ କହି ପରିବା ଶିକ୍ଷକ ସଂଖ୍ୟା ୩୦ ରୁ ଉର୍ଦ୍ଧ ଯାହା ଫଳରେ ପିଲା ଭଲସେ ପଢି ପାରୁନାହାନ୍ତି ଏଥି ପାଇଁ ଖବର କାଗଜରେ ପ୍ରକାଶ ହେଇଥିଲା ଓଡ଼ିଆ ଭାଷା ଜାଣିଥିବା ଶିକ୍ଷକ ଙ୍କୁ ଦିଆଯାଉ କିନ୍ତୁ ଦୃଭାଗ୍ୟ ର କଥା ଏଠି ମଧିଆରୁ କିଛି ଜାଗାରେ ପିଲା ସଂଖ୍ୟା କମ ଥିବା ଯୋଗୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ କରି ପାଖରେ ଥିବା ବିଦ୍ୟାଳୟ କୁ ପିଲା ମାନଙ୍କୁ ନାମ ଲେଖା ଗଲା ହେଲେ ଶିକ୍ଷକ ଅଭାବ ଥିବା ବେଳେ ଜିଲ୍ଲା ଶିକ୍ଷଧିକାରୀ ଗତ ମାର୍ଚ୍ଚ ମାସରେ ଚିଠି କରି ୯ ରୁ ଉର୍ଦ୍ଧ ଶିକ୍ଷକ ଙ୍କୁ ଅନ୍ୟ ଜାଗାକୁ ନେଇଛନ୍ତି ତେବେ ଏଠି ଅଭିଭାବକ ମାନେ କହିଛନ୍ତି ବ୍ଲକ ରେ ଶିକ୍ଷକ ସଂଖ୍ୟା କମ ଥିବା ବେଳେ ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି ପିଲାଙ୍କୁ ମୋବାଇଲ୍ ରେ ପାଠ ପଢା ହୋଇ ପାରୁନି କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ କିପରି ନିଜ ଇଛାରେ ଏଠାରୁ ଅନ୍ୟ ଜାଗାକୁ ଶିକ୍ଷକ ନେଲେ ଯଦି ନେଲେ ତେବେ ସବୁ ତେଲୁଗୁ ଶିକ୍ଷକ ଙ୍କୁ ତୁରନ୍ତ ନେଇ ଓଡ଼ିଆ ଭାଷା ଶିକ୍ଷକ ଦିଅନ୍ତୁ ନଚେତ ଆଗାମୀ ଦିନରେ ଅଭିବାକ୍ ମାନେ ବ୍ଲକ ଶିକ୍ଷ୍ୟା ଅଧିକାରୀ କାର୍ଯ୍ୟାଳୟକୁ ଘେରାଉ କରିବେ ବଲି ଚର୍ଚ୍ଚା ଚାଲିଛି ଏଇ ବିଷୟରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ପ୍ରଦୀପ ନାଗ ଙ୍କୁ ପଚାରିବାରୁ ସେ କହିଛନ୍ତି ଏଇ ଚିଠି ଜାନୁଆରୀ ମାସରେ ହେଇଥିଲା ଏବେ କିଛି ହେଇନି ତେବେ ଏଇ ଚିଠି ଆଗରୁ ହେଇଥିଲା ତେବେ ବର୍ତ୍ତମାନ କାଂହ୍ନିକି ଅଦଳ ବଦଳ କରାଯାଉଅଛି ନା ଏଠିକିଛି ଅଲଗା ରହିଛି ହେରାଫେରି ର ତା ଏବେ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଅପର ପକ୍ଷେ ଅନ୍ୟ ଶିକ୍ଷକ ମାନେ ଏହାକୁ ବିରୋଧ କରିଛନ୍ତି କହିଛନ୍ତି ଜିଲ୍ଲାପାଳ ଏହା ପ୍ରତି ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରକାଶ ଥାଉକି ଜିଲ୍ଲାପାଳ ଅନୁପମ ସାହା ଦିନ ରାତି ଏକ କରି ଲୋକଙ୍କୁ ସେଚେତନ୍ କରୁଛନ୍ତି ଓ ଅନ୍ୟ କର୍ମ ଚାରି ମାନେ ସାମିଲି ଅଛନ୍ତି ଖରା ବର୍ଷା ନିଜ ପରିବାର କୁ ଛାଡ଼ି କରୋନା ଯୁଦ୍ଧା ଭାବେ ଶିକ୍ଷକ ମାନେ ଜଗୁଛନ୍ତି ଗେଟେରେ କିନ୍ତୁ ଏଠି ଅଦଳ ବଦଳ ଚାଲିଛି ଶିକ୍ଷ୍ୟା ବିଭାଗରେ କି ରାଜନୀତି ଚାଲିଛି ନା ଟଙ୍କା ପଇସା ରେ ସବୁ ହଉଚି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଚାଲିଛି