ଶିବନାରାୟଣପୁର ଓ ଶାସଙ୍ଗରେ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ପୂଜା

ହାଟଡ଼ିହି,(ବିକାଶ ବିଶ୍ୱାଳ): ଶିବନାରାୟଣପୁର ଗ୍ରାମରେ ଗ୍ରାମ୍ୟ ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା ଅନୁଷ୍ଠିତ ହୋଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତାରେ ଏହି ପୂଜା କରାଯାଇଛି । ଶିଳ୍ପୀ ଅଭିମନ୍ୟୁ ପାତ୍ରଙ୍କ ଦ୍ୱାରା ନିର୍ମିତ ରାଧାକୃଷ୍ଣଙ୍କ ମୃଣୟୀ ମୁର୍ତ୍ତୀକୁ ସମସ୍ତ ରିତୀନୀତି ପୂଜା ର୍ଚ୍ଚନା କରାଯାଉଛି । ପଣ୍ଡିତ ବିଦ୍ୟାଧର ପଣ୍ଡାଙ୍କ ଦ୍ୱାରା ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇ ଥିବାବେଳେ ଆଶିଷ କୁମାର ଡଙ୍କ, ଦେବବ୍ରତ ସାହୁ, ରାଜେନ୍ଦ୍ର ସାହୁ, ଦିପୁନୁ ପଣ୍ଡା, ପ୍ରତାପ ସାହୁ, ଅଭିନ୍ନ ପାତ୍ର, ଲିପୁନୁ ପଣ୍ଡା, ସୁବଳ ସାହୁ, ଜନ୍ମେଜୟ ପଣ୍ଡା, ଚିନ୍ତାମଣୀ ପରିଡା, ରଞ୍ଜନ ପରିଡା, ଚିନ୍ତାମଣି ପରିଡା, ରଞ୍ଜନ ପରିଡା, ଶଙ୍କର୍ଷଣ ସେଠୀ, ଅଜିତ ରାଉତ, ଦିଲ୍ଲିପ କୁମାର ସାହୁ, ଗୋପବନ୍ଧୁ ବାରିକ, ପ୍ରଦୀପ କୁମାର ସାହୁ, ଦେବଦତ୍ତ ସାହୁ, ଅବିନାଶ ସେଠୀ, ଦୁସ୍ମନ୍ତ ଘଡେଇ, ତପନ ସାହୁ, ଜଜାତି ଲେଙ୍କା, ରାକେଶ ସାହୁ, ଅକ୍ଷୟ ସାହୁ, ନବଘନ ବେହେରା, ଆକାଶ ଜେନା, ରାଜ କିଶୋର ଜେନା, ଅଜୟ ପାତ୍ର, ମହେଶ୍ୱର ମହାନ୍ତି, ବାବୁ ଦାସ ପ୍ରମୁଖ କ୍ଲବ ସଦସ୍ୟମାନେ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ