ଶିବାନନ୍ଦ ଶିଶୁ ରୈାପ୍ୟ ଜୟନ୍ତୀ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ସହରର ଗିରିମା୍େର୍କଟ ସ୍ଥିତ ପ୍ରକାଶମ ହଲ ଠାରେ ଶିବାନନ୍ଦ ଶିଶୁ ସତସଙ୍ଗ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨୪ ତାରିଖ ରାତି ଠାରୁ ଆରମ୍ଭ ହୋଇ ୨୫ ତାରିଖ ସକାଳେ ସଂମ୍ପୂର୍ଣ୍ଣ ହୋଇ୍ଥିଲା । ସକାଳ ସମୟରେ ନାମ ,ଜପ ,ତପ ,ଧ୍ୟାନ କରିବା ସହ ନାମ କିର୍ତ୍ତନ କରାଯାଇଥିଲା । ସଂନ୍ଧ୍ୟାରେ ଶିଶୁ କଳାକାର ମାନଙ୍କୁ ନେଇ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟଆୟୋଜକ ରବି କୁମାର କରିଥିଲା ବେଳେ ଏହି ମାଙ୍ଗଳିକ କାଯ୍ରଁକ୍ରମରେ ସାଧୁ ସନ୍ଥ ଓ ଦିବ୍ୟଜୀବନ ସଂଘର ବରିଷ୍ଠ ସ୍ୱାମୀ ବିଦ୍ୟାନନ୍ଦ ,ସରସ୍ୱତୀ ମହାରାଜ ,ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନକରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ