ଶିଶୁର ମୃତ ଦେହକୁ ଝୁଣି ଖାଇଲେ କୁକୁର
ସୋର : ସୋର ଗୋଷ୍ଠି ସ୍ୱାସ୍ଥକେନ୍ଦ୍ର ହସପିଟାଲ ସମ୍ମୁଖରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଗୋଟିଏ ବୁଲା କୁକୁର ନବଜାତ ଶିଶୁର ମୃତ ଦେହକୁ ଝୁଣି ଖାଉଥିବାର ଦୃଶ୍ୟ ଦେଖିବାକ୍ୁ ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରିଛି । ନବଜାତ ଶିଶୁର ମୃତ ଦେହ କେଉଁଠୁ ଆସିଲା ତାହା ଧରାପଡିନାହି ଁ । ପୋଲିସ ଘଟଣାର ଦଦନ୍ତ ଜାରୀ ରଖିଛି ।


