ଶିଶୁ ମହୋସ୍ତବ ସୁରଭି -୨୦୨୧ ଅନୁଷ୍ଠିତ
ଧାମନଗର, (ସନ୍ତୋଷ କୁମାର ପ୍ରଧାନ):ଧମାନଗର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାଗୋବିନ୍ଦ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ତ ଇନ୍ଦ୍ରମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ମଣ୍ଡଳ ସ୍ତରୀୟ ଶିଶୁ ମହୋସ୍ତବ ସୁରଭି -୨୦୨୧ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ କାର୍ଯ୍ୟକ୍ରମ ରେ ମଣ୍ଡଳ ଶିକ୍ଷାଧିକାରୀ ପିତାମ୍ବର ବାରିକ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ cdpo ନମିତା ଦାଶ ପ୍ରଦ୍ବିପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ , ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖର କୁମାର ଜେନା ସଂଯୋଜନା କରିଥିଲେ ଓ ପ୍ରଧାନ ଶିକ୍ଷକ ହେମେନ୍ଦ୍ର ନାଥ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ,ସଂମାନିତ ଅତିଥିଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ତଥା ବିଆରସିସି ଭୀମସେନ ହୋ,ରେଣୁବାଳ ନାୟକ, ପ୍ରଧାନ ଶିକ୍ଷକ ଅକ୍ଷୟ ହୋତା, ସମୀର ଗୋସ୍ୱାମୀ,ଖଗେଶ୍ୱର ଜେନା,ପ୍ରତାପ କୁମାର ଜେନା, ରମେଶ ପତି, ଶଶୀଭୂଷଣ ସେଠି,ସିଆରସିସି ପ୍ରଶାନ୍ତ କୁମାର ବେହେରା,ରୂପକ ମିଶ୍ର,ଅଶୋକ ନାୟକ,ପୁରସ୍ତମ କର ,ମନ୍ମଥ ରାଉତ,ଏସ କେ ସମସୁଧୀନ,ଏମ ଡ଼ି ରିଆଯୁଲ ହୋଡା, ପୀତବାସ ଜେନା, ଉମେଶ ପତି, ପୂର୍ଣ୍ଣ ଚନ୍ଦ୍ର ପରିଡ଼ା, ଗୋବିନ୍ଦ ମାଝୀ,ଅଜୟ ସାହୁ, ସଞ୍ଜୟ ବିନ୍ଧାଣି,ଉଜ୍ବଳ ଦଳାଇ,ପ୍ରଦୀପ ଦାଶ,ରଞ୍ଜନ ପରିଡ଼ା, ତୃପ୍ତି ବିଶ୍ୱାଳ, ପ୍ରଶାନ୍ତ ବେହୁରିଆ,ସମାଜ ସେବି କୃଷ୍ଣ ଚନ୍ଦ୍ର ବେହେରା, ଶିକ୍ଷକ ଖଗେଶ୍ୱର ସାମଲ, ପ୍ରଭାତ ଜେନା, ବଳରାମ ମୁଖୀ, ଶିକ୍ଷୟତ୍ରୀ ସବିତା ସାହୁ,ତିଲୋତ୍ତମା ବାରିକ,ମଧୁସ୍ମିତା ରାଉତ,ସୁମିତ୍ରା ମିସ୍ତ୍ରୀ ଯୋଗଦେଇଥିଲେ, ମଣ୍ଡଳ ଶିକ୍ଷାଧିକାରୀ ସୁରଭି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପିଲାମାନଙ୍କ ର ଅନ୍ତର୍ନିହିତ ଗୁଣ ଏହା ମାଧ୍ୟମରେ ପ୍ରକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ବକୃତା, ରଚନା, ଚିତ୍ରାଅଙ୍କନ, ଗୀତ, ନାଚ ପ୍ରତିଯୋଗିତା କରାଯାଇଥିଲା, ବିଚାରପତି ଭାବେ ପ୍ରଧାନ ଶିକ୍ଷକ ମନୋଜ ସିଂ,ଅନନ୍ତ ଭୂଷଣ ମିଶ୍ର,ଶିକ୍ଷୟତ୍ରୀ ଲକ୍ଷ୍ମୀ ପ୍ରିୟା ଦତ୍ତ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶେଖର କୁମାର ଜେନା ମୋ ସ୍କୁଲ ଅଭିଯାନକୁ ୧୦୦୦୦୦ ଟଙ୍କା ର ଚେକ ମଣ୍ଡଳ ଶିକ୍ଷା ଧିକାରୀ ପିତାମ୍ବର ବାରିକ ଙ୍କୁ ପ୍ରଦାନ କରିଥିଲେ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


