ଶୀତ କାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦଯାପିତ

ରାଇକିଆ, (ପ୍ରଦୀପ ବେହେରା) :କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଏବଂ ସୁଧାକିରଣ କଲେଜ ରେ ସପ୍ତାହେ ବ୍ୟାପି ଚାଲିଥିବା ଶୀତ କାଳୀନ ସ୍ଵତନ୍ତ୍ର ସେବା ଶିବିର ଶନିବାର ଉଦଯାପିତ ହୋଇଯାଇଛି । ସୁଧାକିରଣ କଲେଜ ରେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ଅଧ୍ୟାପକ ସନ୍ତୋଷ ନାୟକ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ମଧ୍ୟ କଲେଜ ଅଧ୍ୟକ୍ଷ ଦିବାକର ଦାସ ଉଦଘାଟନ କରିଥିଲେ । ପରିବେଶ ସୁରକ୍ଷା, ସଚେତନତା ରାଲି, ଚାରାରୋପଣ ଯୋଗ କାର୍ଯ୍ୟକ୍ରମ ଇତ୍ୟାଦି ଛାତ୍ରି ଛାତ୍ର ମାନଙ୍କ ଦ୍ଵାରା ଆୟୋଜିତ ହୋଇଥଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ