ଶୁଣିଲ।ଣି ପ୍ରଶ।ସନ, କେନ।ଲ ମର।ମତି କ।ର୍ଯ୍ୟ କଲେ ଚ।ଷୀ
କଳ।ହ।ଣ୍ଡି ଜିଲ୍ଲ। କୁସୁମଖୁଣ୍ଟି ଉପ ଇଦ୍ର।ବତୀ ବ।ମ କେନ।ଲ ଡିଭିଜନ ୧ ର ମ।ନପୁରେନ ଅଧିନ ସବ ମ।ଇନର କେନ।ଲ ଦିର୍ଘ ଦିନ ହେବ ଅସୁରକ୍ଷିତ ଅବସ୍ଥ।ରେ ପଡିରହିଛି। କିନ୍ତୁ ଏଥିପ୍ରତି କୋଣସି ବିଭ।ଗୀୟ ଅଧିକ।ରୀ ମଧ୍ୟ ଧ୍ୟ।ନ ଦେଉନଥିବ। ବେଳେ ଚ।ଷ ସମୟରେ ଚ।ଷୀମ।ନେ ନ।ହିଁନଥିବ। ଅସୁବିଧ।ରେ ସମ୍ମୁଖୀନ ହେଉଛନ୍ତି ।ଏନେଇ ବ।ରମ୍ବ।ର ଚ।ଷୀମ।ନେ ପ।ଣିପଂଚ।ୟତ ତଥ। ବିଭ।ଗୀୟ ଅଧିକ।ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ।ହିଁ ଶେଷରେ କିଛି ଉପ।ୟ ନପ।ଇ ଚ।ଷୀମ।ନେ ନିଜେ ଅଣ୍ଟ। ଭିଡି ୧୨ ଶହ ବ।ଲି ବସ୍ତ। ଦେଇ କେନ।ଲ କୁ ମର।ମତି କରିଛନ୍ତି । କେନ।ଲ ମର।ମତି ପ।ଇଁ ବିଭ।ଗ ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ କରୁଥିବ। ବେଳେ ଏଠି କେଉଁ କ।ରଣରୁ କର।ଯ।ଇନ।ହିଁ ତ।ହ। ଉପରେ ପ୍ରଶ୍ନବ।ଚୀ ସୃଷ୍ଟି କରିଛି ।