ଶେଷ ଥର ପାଇଁ ଇନଷ୍ଟାଗ୍ରାମରେ ଏହି ଫୋଟୋଟି ସେୟାର କରିଥିଲେ ସୁଶାନ୍ତ ସିଂ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ନିଜ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସେ ପୂର୍ବରୁ ଡିପ୍ରେସନ ପାଇଁ ଚିକିତ୍ସା ହେଉଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ସୁଶାନ୍ତ ନିଜ ଇନଷ୍ଟାଗ୍ରାମରେ ଶେଷ ଥର ପାଇଁ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ମାଙ୍କୁ ମନେ ପକାଇବ ସହ ବହୁତ ଦୁଃଖୀ ଥିବା ପରି ମନେ ହେଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ